ଫୁଲବାଣୀ ମ୍ୟୁନିସିପାଲ୍‌ଟିରେ ବାଜି ମାରିଲା ବିଜେଡି

ଫୁଲବାଣୀ ୦୭/୦୪: ଫୁଲବାଣୀ ମୁନିସପାଲଟିର ଉପାଧ୍ୟକ୍ଷା ହେଲେ ମହିଳା ବିଜେଡି ନେତ୍ରୀ ପାୟଲ ବେହେରା । ୯ ନମ୍ବର କାଉନସିଲରଙ୍କୁ ଦଳ ଉପାଧ୍ୟକ୍ଷା ପଦବୀରେ ବସାଇଛି ।

Read more