ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ପେନ୍‌ସନ୍‌ ସେଲ୍‌, ବିଭାଗ କାର୍ଯ୍ୟର ସମୀକ୍ଷା ‌କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗରେ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ। ଏହାଦ୍ବାରା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କ ପେନ୍‌ସନ୍‌ ପାଇବେ।

Read more