ଶୁଣିଲେନି ସରକାର ଓ ପ୍ରଶାସନ; ମୁଣ୍ଡର ଝାଳ ତୁଣ୍ଡରେ ମାରି ପାହାଡ଼ କାଟିଲେ ଗ୍ରାମବାସୀ, ଜମିକୁ ମିଳିଲା ଜଳ

ରାୟଗଡ଼ା: ସରକାରଙ୍କୁ ଓ ପ୍ରଶାସନକୁ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ପାହାଡ଼ ଉପରେ ପଥର କାଟି କେନାଲ ଖୋଳି ଜମିରେ ପାଣି ମଡାଇଲେ ଗ୍ରାମବାସୀ।ରାୟଗଡ଼ା

Read more