ପାର୍ବଣ ଋତୁରେ ଅନଲାଇନ କିଣା ସମୟରେ ୪୦% ଲୋକେ ଠକାମୀ ଶିକାର, ସର୍ଭେର ଦାବି

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଅନଲାଇନରେ ସାମଗ୍ରୀ କିଣୁଥିବା ପ୍ରାୟ ୪୦ ପ୍ରତିଶତ ଲୋକେ ଠକାମୀର ଶିକାର ହୋଇଛନ୍ତି । ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି ।

Read more