କମ୍ପାନୀରୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ପେପ୍ସିକୋ: ରିପୋର୍ଟ

ପେପ୍ସିକୋ ଆଇଏନସି ଏହାର ଉତ୍ତର ଆମେରିକା ସ୍ଥିତ ହେଡକ୍ବାର୍ଟ୍ସରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପାନୀ ଏହାର ସ୍ନାକ ଏବଂ ପାନୀୟ ୟୁନିଟ୍‌ରୁ କର୍ମଚାରୀଙ୍କୁ ଛଟେଇ କରିବାକୁ

Read more