୭ ଦିନରେ ୪ ଟଙ୍କା ବଢିଲା ପେଟ୍ରୋଲ୍, ଜାଣନ୍ତୁ କେଉଁ ସହରରେ କେତେ ଦାମ୍

ନୂଆଦିଲ୍ଲୀ ୨୮/୦୩ : ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ହେତୁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

Read more