ତେଲ ଦର କମିବାରୁ ଗ୍ରାହକଙ୍କୁ ମିଠା ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ

ଜଳେଶ୍ବର :କମିଲା ତେଲ ଦର। ଖୁସିରେ ତେଲ ପକାଇବାକୁ ଆସୁଥିବା ଗ୍ରାହକ ମାନଙ୍କୁ ମିଠା ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା

Read more