ଲଘୁଚାପଜନିତ ଲଗାଣ ବର୍ଷା ଉଜାଡ଼ି ଦେଲା ହେକ୍ଟର ହେକ୍ଟର ଫସଲ

କୋଣାର୍କ/କରଞ୍ଜିଆ: ଫସଲ ଅମଳ ସମୟରେ ଆସିଲା ଅକାଳ ଚଡ଼କ । ଲଘୁଚାପଜନିତ ଲଗାଣ ବର୍ଷାରେ ଧୋଇଗଲା ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ ସମେତ ପନିପରିବା ଫସଲ

Read more