ଇନ୍ଧନ ଓ ଖାଇବା ତେଲ ପରେ ଏବେ କନ୍ଦାଇବ ପିଆଜ, ଦୀପାବଳି ପରେ ବଢିବ ଦାମ୍

ନୂଆଦିଲ୍ଲୀ : ଇନ୍ଧନ, ଖାଇବା ତେଲ ଏବଂ  ପନିପରିବା ମହଙ୍ଗା ମାଡରେ ଜନତା  ବେହାଲ। ଜନତାଙ୍କ କଷ୍ଟ ଏତିକିରେ ସରୁନାହିଁ, ଆଗକୁ ଆହୁରି କନ୍ଦାଇବାକୁ ଆସୁଛି ପିଆଜ।

Read more