ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ : ୩୦ରୁ ଉର୍ଦ୍ଧ୍ବ ଆହାତ

ସୋର : ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଆହାତ ବେଳେ ୭୦ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ୭ ଗୁରୁତର ଆହତଙ୍କ ବାଲେଶ୍ୱର ସ୍ଥାନାନ୍ତର

Read more