ବିଶ୍ବସ୍ତରୀୟ ନନ୍ଦନକାନନ ପାଇଁ ଯୋଜନା: ଦୁଇଟି ପର୍ଯ୍ୟାୟରେ ବଦଳିବ ରୂପ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ କରାଯିବ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହାକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

Read more