ପ୍ରବଳ ବର୍ଷା ବେଳେ ଅବତରଣ କରୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ; ବିମାନ କର୍ମଚାରୀଙ୍କ ସମେତ ୧୪ ମୃତ

ସାଁଓ ପାଲୁ: ଶନିବାର ଦିନ ବ୍ରାଜିଲ୍‌ର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ଆମାଜନ୍‌ ପ୍ରଦେଶରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଥିବା କଥା ରାଜ୍ୟପାଳ ୱିଲ୍‌ସନ୍‌

Read more