ଦେଶକୁ ୭୫ ଡିଜିଟାଲ ବ୍ୟାଙ୍କ ଉୟୁନିଟ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଏବେ ଗରିବ ଲୋକଙ୍କ ଘରେ ପହଞ୍ଚିବ ବ୍ୟାଙ୍କ

ନୂଆଦିଲ୍ଲୀ ୧୬।୧୦: ଦେଶର ବ୍ୟାଙ୍କିଙ୍ଗ ସୁବିଧାକୁ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୫ ଡିଜିଟାଲ ବ୍ୟାଙ୍କ ୟୁନିଟ୍(ଡିବିୟୁ) ଲୋକାର୍ପିତ କରିଛନ୍ତି। ପୂର୍ବାହ୍ନ

Read more