ସରକାରଙ୍କ ପାଖରେ ୫୯ ଲକ୍ଷ ଚାଷୀଙ୍କର ପୁର୍ଣ୍ଣାଙ୍ଗ ତଥ୍ୟ ଥିବା ବେଳେ କାହିଁକି ମାତ୍ର ୨୫ ଲକ୍ଷର ତାଲିକା କେନ୍ଦ୍ରକୁ ଦିଆଯାଇଛି ? : ବିଜେପି

ଭୁବନେଶ୍ୱର, ତା.୦୭/୦୧: ଯେବେଠାରୁ କେନ୍ଦ୍ର ସରକାର ପିଏମ କିଶାନ ଯୋଜନାରେ ଓଡିଶାର ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବାର ଯୋଜନା ଆରମ୍ଭ କରିଛନ୍ତି ସେବେଠାରୁ ରାଜ୍ୟ

Read more