ପ୍ରଧାନମନ୍ତ୍ରୀ ମୋଦୀ ଜାରି କଲେ ରାମମନ୍ଦିର ଡାକ ଟିକଟ । ୪୮ ପୃଷ୍ଠାର ପୁସ୍ତକରେ ୨୦ ଦେଶର ଡାକଟିକଟ

ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କାର୍ୟ୍ୟକ୍ରମକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଏହି କାର୍ୟ୍ୟକ୍ରମକୁ ସ୍ୱତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଚାଲିଛି

Read more