ପ୍ରକାଶ ସିଂହ ବାଦଲଙ୍କ ପ୍ରତି ଶେଷ ସମ୍ମାନ ଜଣାଇବାକୁ ଚଣ୍ଡୀଗଡ଼ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପ୍ରକାଶ ସିଂହ ବାଦଲଙ୍କ ପ୍ରତି ଶେଷ ସମ୍ମାନ ଜଣାଇବା ଲାଗି ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡୀଗଡ଼ ଯିବେ

Read more