ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ପ୍ରାଧାନ୍ୟ ଦେଉଛନ୍ତି ମୋଦି ସରକାର : ମନମୋହନ ସାମଲ

ଭୁବନେଶ୍ୱର, ତା.୦୬/୦୮: ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୧୪ରେ ଶାସନକୁ ଆସିବା ପରେ ନୂଆ ପ୍ରେରଣା ଓ ସଂକଳ୍ପ ସହିତ ଭାରତବର୍ଷ ବିକାଶ ପଥରେ ଆଗେଇ ଚାଲିଛି ।

Read more