ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା, ବେକରେ ରହିଛି କ୍ଷତିଚିହ୍ନ

ଭୁବନେଶ୍ୱର ୦୨/୦୯: ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମଟମ୍ ରିପୋର୍ଟ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

Read more