ହାଇଟେକ୍ ଡାକ୍ତରଖାନା ବିରୋଧରେ ଏତଲା ଦେଲେ ମୃତ ଦିଲ୍ଲୀପଙ୍କ ମାଆ ଓ ଏସି ଟେକ୍ନିସିଆନ ଆସୋସିଏସନ୍

ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା ଦିଆଯାଇଛି । ହାଇଟେକ୍ ହସ୍ପିଟାଲ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ

Read more