କମିଶନରେଟ୍‌ ପୋଲିସ ପରେ ଏବେ ଫିଟ୍ ହେବେ ଭିଜିଲାନ୍‌ସ କର୍ମଚାରୀ, ସ୍ୱାସ୍ଥ୍ୟ ସଚିବଙ୍କ ଘୋଷଣା

କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

Read more