ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ : ୩ଜଣଙ୍କ ମୃତ୍ୟୁ

ନବରଙ୍ଗପୁର: ପାପଡ଼ାହାଣ୍ଡି ଅନ୍ତର୍ଗତ ମୋକିଆ ନିକଟବର୍ତ୍ତୀ ସୋରିଷପଦର ଗାଁ ନିକଟରେ ପୋଲିଂ ବସ ଦୁର୍ଘଟଣା ଗ୍ରସ୍ତ । ତିନି ଜଣ ମୃତ, ଆହତମାନଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି ।

Read more