ସମର୍ଥନ କର ନହେଲେ ହଇରାଣରେ ପଡିବ, ସରକାରୀ ଅଧିକାରୀଙ୍କୁ ଫୋନ୍ କରି ଏମିତି ଧମକ ଦେଉଛନ୍ତି ଓଡ଼ିଶା ବିଜେପି ନେତା । ସାଂଘାତିକ ଅଭିଯୋଗ ଆଣିଲା ବିଜେଡି
ବିଜେପି ଉପରେ ବର୍ଷିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାମ୍ବାଦିକ ସମ୍ମିଳନୀରେ ସସ୍ମିତ କହିଛନ୍ତି, ବିଜେପିର ଓଡ଼ିଶା ୟୁନିଟର ଅଭ୍ୟାସଗତ ତ୍ରୁଟି ରହିଛି ।
Read more