ଭାଙ୍ଗିଗଲା ୧୦୦ ବର୍ଷର ପୋଲ : ପାଣି ଭିତରେ ୧୦ ଘଣ୍ଟା ହେଲା ଫସି ରହିଛନ୍ତି ଡ୍ରାଇଭର

କୁଚିଣ୍ଡା,୧୦/୦୯: ଭାଙ୍ଗିଗଲା ବ୍ରିଟିଶ ଅମଳର ପୁରୁଣା ପୋଲ । ପାଣି ଭିତରେ ପଡିଗଲା ଡମ୍ଫର । ଏବେବି ଡମ୍ଫର ଡ୍ରାଇଭର ଗାଡି ଭିତରେ ଫସି ରହିଥିବା ଜଣାପଡିଛି

Read more