୨୦୧୯ର ପୁଲଓ୍ଵାମା ଆକ୍ରମଣ ଭଳି ପୁଞ୍ଚ୍‌ ଆକ୍ରମଣ! ଆରଜେଡି ବିଧାୟକ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା; ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ହୋଇପାରେ

Read more