କାନ୍ଥରେ ପୋଷ୍ଟର, ପ୍ରଚାର ପାଇଁ କାହାରି ଦେଖା ନାହିଁ

ଘର କାନ୍ଥରେ ବିଭିନ୍ନ ପ୍ରାର୍ଥୀଙ୍କ ପୋଷ୍ଟର । ଗାଁ ଦାଣ୍ଡରେ ବନ୍ଧା ହୋଇଛି ବିଭିନ୍ନ ପ୍ରାର୍ଥୀଙ୍କ ବ୍ୟାନର । ପ୍ରାର୍ଥୀମାନେ କିଛିଦିନ ତଳେ ପ୍ରଚାରରେ ଆସୁଥିଲେ ।

Read more