ପୋଷ୍ଟର ମାରିଲା ମିଳିବ ୨୦୦ ଟଙ୍କା

ମାହାଙ୍ଗା ୧୩।୦୨: ନିର୍ବାଚନୀ ପୋଷ୍ଟର ମାରୁଛନ୍ତି ସ୍କୁଲ୍ ପିଲା। ପୋଷ୍ଟର ମାରିଲେ ମିଳିବ ୨୦୦ ଟଙ୍କା ପାରିଶ୍ରମିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା

Read more