ଲଦାଖ ପାୱାର ଗ୍ରୀଡ୍ ଉପରେ ସାଇବର ଆଟାକ୍ କରି ତଥ୍ୟ ଚୋରି କରୁଛି ଡ୍ରାଗନ

ଲଦାଖ: ସେପଟେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏପଟେ ଭାରତ ପଛରେ ଲାଗିଛି ଚୀନ। କଳେ ବଳେ କୌଶଳେ ଭାରତକୁ ପଛରେ ପକାଇବାକୁ ଚାହୁଁଛି।

Read more