ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ପ୍ରବୋଧ କୁମାର ରାଉତଙ୍କ ପରଲୋକ

କଟକ: ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ତଥା ବିଶିଷ୍ଟ ସାରସ୍ବତ ସାଧକ ପ୍ରବୋଧ କୁମାର ରାଉତଙ୍କର ମଙ୍ଗଳବାର ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି।

Read more