ସୋସିଆଲ ମିଡିଆରେ କ୍ଷୋଭ ଜାହିର କଲେ ପ୍ରକୃତି ମିଶ୍ର, କହିଲେ ଆଇନଗତ ପଦକ୍ଷେପ ନେବି

ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଆକ୍ରମଣ ଘଟଣା ସୋସିଆଲ ମିଡିଆରେ ନିଜ ପକ୍ଷ ରଖିଲେ ପ୍ରକୃତି ମିଶ୍ର । ସେ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ

Read more