ବିଜେପିର ଅସଲ ଚେହେରା ଦେଖାଇ ଦେଇଛନ୍ତି ଜୟନାରାୟଣ ମିଶ୍ର: ପ୍ରଣବ ପ୍ରକାଶ ଦାସ

ଧନୁପାଲି ଥାନା ଆଇଆଇସି ଆରତୀ ପ୍ରଧାନଙ୍କୁ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଚାପୁଡ଼ା ମାରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

Read more