ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଧାୟକ ପ୍ରତାପ ଜେନା, ପ୍ରଧାନଶିକ୍ଷକ ଓ ଅଭିଭାବକଙ୍କ ସହ କଲେ ଆଲୋଚନା

ବିଧାୟକ ପଢ଼ାଇଲେ ପାଠ। 5T ବିଦ୍ୟାଳୟ ପରିଦର୍ଶନ ସହ ପିଲାଙ୍କ ଦକ୍ଷତା ପାଇଁ କିଛି ସମୟ ଧରି ମାହାଙ୍ଗା ମହାବୀର ବିଦ୍ୟାପୀଠରେ ପଢ଼ାଇଥିଲେ ବିଧାୟକ ପ୍ରତାପ ଜେନା।

Read more