ଆଜି ପ୍ରଥମାଷ୍ଟମୀ: ମଧ୍ୟାହ୍ନ ଧୂପ ପରେ ପଢ଼ୁଆଁ ହେବେ ମହାପ୍ରଭୁ

ପୁରୀ: ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠମାନଙ୍କୁ ପଢ଼ୁଆଁ କରାଯାଇଥାଏ।

Read more