ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି: ପ୍ରଭାତୀ ପରିଡା

ଭୁବନେଶ୍ୱର, ତା.୩୦/୧୧: କେନ୍ଦ୍ର ଯୋଜନାକୁ ନିଜ ନାଁରେ ଘୋଷଣା କରି ସବୁବେଳେ ବାଃ ବାଃ ନେଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗତକାଲି ସ୍ୱୟଂ ସହାୟକ ଗୋଷ୍ଠୀ

Read more