ପତ୍ନୀଙ୍କ ଦୁଇ ପ୍ରେମିକ ଓ ସ୍ୱାମୀର ପ୍ରେମିକା ଏକାସଙ୍ଗେ ହେଲେ ସମ୍ନାସାମ୍ନି, ବିବାଦରେ ଚାଲିଗଲା ଜଣେ ପ୍ରେମିକର ଜୀବନ

ଜୟପୁର ୩୧/୦୮ : ରାଜସ୍ଥାନ ଜୟପୁରରୁ ଏକ ଭୟାବହ ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରେମ ପ୍ରସଙ୍ଗ କାରଣରୁ ମୁହାନା ଅଞ୍ଚଳରେ ଜଣେ ଯୁବକକୁ ହତ୍ୟା କରିଦିଆଯାଇଛି।

Read more