ବ୍ରହ୍ମାକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି: ଆଶ୍ରମ ତରଫରୁ ମଧ୍ୟାହ୍ନ ଭୋଜନ ପାଇଁ ହୋଇଛି ୧୯ ପ୍ରକାର ବ୍ଯଞ୍ଜନ ପ୍ରସ୍ତୁତି

ଭୁବନେଶ୍ୱର : ତିନି ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ଦ୍ରୌପଦୀ ମୁର୍ମୁ। ରାଜଭବନରୁ ବାହାରି ତମାଣ୍ଡୋର ଦଶବାଟିଆ ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚି ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର

Read more