ଆଜି ଶିମିଳିପାଳ ବୁଲି ଦେଖିବେ ରାଷ୍ଟ୍ରପତି

ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶିମିଳିପାଳର ପ୍ରାୟ ୮୦କିମି ବୁଲିବାକୁ ଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି।

Read more