ସରିଲା ମୋତିଆବିନ୍ଦୁ ଅପରେସନ: ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କର ରବିବାର ଦିଲ୍ଲୀ ଆର୍ମି ହସ୍‌ପିଟାଲ୍‌ରେ ମୋତିଆବିନ୍ଦୁ ଅପରେସନ ହୋଇଛି। ଏନେଇ ରାଷ୍ଟ୍ରପତିଭବନ ପ୍ରବକ୍ତା ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କର ସର୍ଜରି ସଫଳ ହୋଇଛି।

Read more