ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ଶିମିଳିପାଳ ଅଭୟାରଣ୍ୟ ଯିବେ

 ଶିମିଳିପାଳ ଅଭୟାରଣ୍ୟ ଯିବେ ରାଷ୍ଟ୍ରପତି । ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ । ୫ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଗସ୍ତ

Read more