କିଏ ହେବେ ପରବର୍ତ୍ତୀ ମହାମହିମ ? ଆଜି ବାହାରିବ ଫଳାଫଳ

ନୂଆଦିଲ୍ଲୀ ୨୧/୦୭:  କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା ? ଆଜି ବାହାରିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ।

Read more