ମନ୍ତ୍ରୀ ପ୍ରତାପ ଦେବଙ୍କ ଭାଷା ରାଜ୍ୟ ସରକାରଙ୍କ ହିନ୍ଦୁ ବିରୋଧୀ ଭାବକୁ ପ୍ରକାଶ କରୁଛି: ସମୀର ମହାନ୍ତି

ଭୁବନେଶ୍ୱର, ତା.୨୫/୦୪: ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦେଖାଦେଇଥିବାରୁ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ୟାବିନେଟ୍

Read more