ଲୋହରି ଓ ପୋଙ୍ଗଲ୍‌ ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ଲୋହରି ଏବଂ ପୋଙ୍ଗଲ୍‌ ପର୍ବ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋହରୀ ପାଳନ କରିଛନ୍ତି। ଏଥିପାଇଁ ଦିଲ୍ଲୀର ନାରାୟଣା ଗାଁରେ ପହଞ୍ଚିଥିଲେ

Read more