ବ୍ରେକଫାଷ୍ଟ ମିଟିଂରେ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ, ଦଳର ସାଂଗଠନିକ ସ୍ଥିତି ମଜବୁତ ଲକ୍ଷ୍ୟ

ନୂଆଦିଲ୍ଲୀ ୦୭/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶେଷ ହୋଇଛି breakfast ବୈଠକ । ବିଭିନ୍ନ ବିଷୟରେ ସାଂସଦଙ୍କୁ ଆଲୋଚନା ମାଧ୍ୟମରେ ଗୁରୁମନ୍ତ୍ର ଦେଇଛନ୍ତି ମୋଦି ।

Read more