ପ୍ରିୟଙ୍କାଙ୍କ ଗିରଫ ପରେ ରାହୁଲଙ୍କୁ ଭେଟିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ ୫।୧୦: ଉତ୍ତରପ୍ରଦେଶ ସୀତାପୁରରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗତ ୩୬ ଘଣ୍ଟା ହେଲା ହାଉସ୍ ଆରେଷ୍ଟରେ ଅଛନ୍ତି।

Read more