ମନି ଲଣ୍ଡରିଂ ମାମଲାରେ କେସିଆରଙ୍କ ଝିଅ କବିତାଙ୍କ ହାଇଦ୍ରାବାଦ ଘରେ ଚଢ଼ାଉ କଲା ଇଡିି

ହାଇଦ୍ରାବାଦ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିଛି।

Read more