ଜଣେ ସରଳ ମଣିଷ ଥିଲେ ପତିପାବନ ମିଶ୍ର, ପଦାର୍ଥବିଜ୍ଞାନ କ୍ଷେତ୍ରରେ ଗବେଷଣା କରୁଥିଲେ: ଆକାଶ ଦାସନାୟକ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର ପତିପାବନ ମିଶ୍ର ମେମୋରିଆଲ୍‌ ସ୍ମାର୍ଟ ଶ୍ରେଣୀଗୃହ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ

Read more