ଏସ୍‌ସିବିର ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଫେଲୋସିପ ପ୍ରଦାନ

କଟକ ଏସ୍‌ସିବି ମେଡିକାଲ ମେଡିସିନ ବିଭାଗ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଫେଲୋସିପ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ମାଙ୍ଗାଲୋର ଠାରେ ଜେରିଆଟ୍ରିକ ସୋସାଇଟି ଅଫ ଇଣ୍ଡିଆର ୩୬ତମ

Read more