ପ୍ରଫେସର ଗଣେଶୀ ଲାଲ୍‌: ୫ ବର୍ଷ ୫ ମାସ ରାଜ୍ୟପାଳ

ଭୁବନେଶ୍ବର: ୨୦୧୮ ମେ’ ୨୫ରେ ଓଡ଼ିଶାର ୨୫ତମ ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତି ପାଇବାର ୪ ଦିନ ପରେ

Read more