ପିରିୟଡ୍ସ ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍‌ କରିବ ଏହି ଚା, ଉପଷମ ପାଇବାକୁ ଥରେ ବନାଇ ପିଅନ୍ତୁ

ମାସିକ ଧର୍ମ ବା ପିରିୟଡ୍ସ ସମୟରେ ମହିଳାମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହି ପୀଡା ସହିବା ବହୁତ କଷ୍ଟକର ହୋଇପଡେ। ତେଣୁ ଏହି ସମୟରେ ଜୁଆଣି ଚା

Read more