ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଝାରସୁଗୁଡ଼ାରେ ଜନ ଶୁଣାଣି ଶିବିର

ଝାରସୁଗୁଡ଼ା୧୪/୦୯: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ କାର୍ବନ କମ୍ପ୍ଲେକ୍ସ। ବାର୍ଷିକ ୫ ଲକ୍ଷ ମେଟ୍ରିକ ଟନ ପିଚୁ ସହ ୪ଲକ୍ଷ ମେଟ୍ରିକ ଟନ କୋଲଟାର

Read more