ପଞ୍ଚାବରେ ୬ଦିନ ଘୁଞ୍ଚିଲା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ ୧୭।୦୧ : ପଞ୍ଜାବରେ ଘୁଞ୍ଚିଲା ବିଧାନସଭା ନିର୍ବାଚନ ।ସନ୍ଥ ରବିଦାସ ଜୟନ୍ତୀ କାରଣରୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ ।

Read more